ପୁରୁଷଙ୍କ ସାନିଧ୍ୟ ପାଇଁ ଚାହିଁ ବସିଥାନ୍ତି ଯୁବତୀ

ବ୍ରାଜିଲର ନୋଇବା ଅଞ୍ଚଳରେ ରହିଛି ଏକ ଗାଁ । ଏଠାରେ କୌଣସି ପୁରୁଷ ସଦସ୍ୟ ନାହାଁନ୍ତି । ଗାଁରେ ୬ ଶହରୁ ଅଧିକ ଯୁବତୀ ରହିଛନ୍ତି । ସେମାନଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ । ଗାଁର ସମସ୍ତ ପୁରୁଷ ଏବଂ ଯୁବକ ବାହାରେ କାମ କରିବାକୁ ଗାଁ ଛାଡି ଚାଲିଯାଇଛନ୍ତି । ବର୍ଷକୁ ଥରେ ଦିନେ କିମ୍ୱା ୨ ଦିନ ପାଇଁସେମାନେ ଘରକୁ ଆସିଥାନ୍ତି । ପୁଣି ଫେରି ଯାଇଥାନ୍ତି କର୍ମ କ୍ଷେତ୍ରକୁ । ଘରକୁ ସେମାନେ କିନ୍ତୁ ନିୟମିତ ଟଙ୍କା ପଇସା ପଠାଇଥାନ୍ତି । ଗାଁର ଆର୍ଥିକ ସ୍ଥିତି ଖରାପ ଥିବାରୁ ପୁରୁଷ, ଯୁବକ ଏବଂ ଛୋଟପିଲା ରୋଜଗାର ପାଇଁ ଘରଛାଡ଼ି ଯାଇଥାନ୍ତି । ଫଳରେ ପୁରୁଷଙ୍କ ସାନିଧ୍ୟ ପାଇଁ ଚାହିଁ ବସିଥାନ୍ତି ଏଠାକାର ଯୁବତୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ