ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ଗୋଷ୍ଟି ମୁହାଁମୁହିଁ ,୧୧ ଗୁରୁତର

ଋବିବାର ଦିନ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଟି ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାରେ ଦୁଇ ପକ୍ଷର ୧୧ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ଜଣେ ମହିଳା ୧ ଗୁରୁତର ଅଛନ୍ତି । ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତିର୍ କରାଯାଇଛି । ସୁଚନା ଅନୁଯାୟୀ ଖଡିଆଳ ଥାନା ଅନ୍ତର୍ଗତ ତୋହେଲପଡା ଗାଁରେ ଦୁଇଗୋଷ୍ଟି ମଧ୍ୟରେ ଢେଲା ପଥର ମାଡ ହୋଇଥିଲା । ଏହି େ ଢଲା ମାଡରେ ଉଭୟ ଗୋଷ୍ଟିର ୧୧ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ୭ ଜଣଙ୍କୁ ଖଡିଆଲ ଅନ୍ୟ ୪ ଜଣଙ୍କୁ ଛତିଶଗଡ ରାୟପୁର ସ୍ଥିତ ଏକ ହସପିଟାଲରେ ଭର୍ତ୍ତିକରାଯାଇଛି । ଗ୍ରାମରେ ଖବର ଲେଖାହେବା ବେଳକୁ ଗ୍ରାମରେ୨ ପ୍ଲାଟୁନ ପୋଲିସ ଫୋର୍ସ ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ