ପୁଲୱାମା ଆକ୍ରମଣ ଘଟଣାରେ ମୋଦୀଙ୍କ ଷଡଯନ୍ତ୍ର କହିଲେ ଅଜିଜ କ୍ୟୁରେସି

ପୁଲୱାମା ଆକ୍ରମଣ ଘଟଣା ଦେଶବାସୀ ମନୁରୁ ପାସୋରୀ ନଥିବା ବେଳେ ରାଜନୈତିକ ମହଲରେ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି । ଚଳିତ ନିର୍ବାଚନ ଚାଲିଥିବା ସମୟରେ ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶ ଓ ମିଜୋରାମର ପୁର୍ବତନ ରାଜ୍ୟପାଳ ଓ କଂଗ୍ରେସ ନେତା ଅଜିଜ୍ କ୍ୟୁରେସି ମୋଦୀ ଙ୍କ ବିରୋଦ୍ଧରେ ବିଷ୍ପୋରକ ବୟାନ ଦେଇଛନ୍ତି । ପୁଲୱାମା ଆକ୍ରମଣ ଘଟଣାରେ ଭାରତୀୟ ୪୦ ଯବାନ ସହିଦ ହୋଇଥିବା ବେଳେ ମୋଦୀଙ୍କ ପୁଲୱାମା ୋଆକ୍ରମଣ ଘଟଣାରେ ଷଡଯନ୍ତ୍ର ରଚିଥିବା କଥା ସେ କହିଛନ୍ତି ।ଏହା ସହ କ୍ୟୁରେସି ଆଶା ପ୍ରକଟ କରି ୨୦ ରୁ ଅଧିକ ସିଟ୍ ଜିତିବ ବୋଲି ଅଜୁଜ କ୍ୟୁରେସି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ