ପୂରଣ ହେବ ଖାଲିଥିବା ଜିଲ୍ଲା ଶ୍ରମ ଅଧିକାରୀ ପଦବୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌):ଖାଲି ପଡିଥିବା ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ପଦବୀ ଗୁଡିକ ପଦୋନ୍ନତି ଦ୍ୱାରା ପୂରଣ କରାଯାଇଯାଇପାରିବ । ଓଡିଶା ଶ୍ରମ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତାବଳୀ) ନିୟମାବଳୀ ୨୦୧୯ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି । ଏହି ନିୟମାବଳୀ ଲାଗୁ ହେବା ପୂର୍ବରୁ ନିୟମିତ ଭାବେ ଯୋଗ ଦେଇଥିବା ସହକାରୀ ଶ୍ରମ ଅଧିକାରୀ ମାନେ ଏହା ଦ୍ୱାରା ଉପକୃତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ