ପୂର୍ବତନ ମନ୍ତ୍ରୀ ୰ଜଗନ୍ନାଥ ରାଉତଙ୍କ ପ୍ରଥମ ଶ୍ରଦ୍ଧବାର୍ଷିକ ଅନୁଷ୍ଠିତ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ): ୰ଜଗନ୍ନାଥ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପ୍ରତିମୃତି , ପ୍ରତ୍ରିକା ଉନ୍ମଚନ ଓ ସ୍ମୃତିଚାରଣ ସଭା ଧାମନଗର ବ୍ଲକ ଧୁସୁରି ନିକଟତ ହସନାବାଦ ସ୍ଥିତ ତାଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ରାମହରି ଗୋସ୍ୱାମୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ବିଧାୟକ ବିଷ୍ଣୁ ସେଠି, ପିସିସି ସଭାପତି ନିରଞ୍ଜନ ପଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ,ପୃଥୀବିବଲ୍ଲଭ ପଟନାୟକ, ନରେନ ପଳେଇ, କାଙ୍ଗାଳୀ ଚରଣ ପଣ୍ଡା ,ମୁରଲୀଧର ଜେନା, ମଙ୍ଗରାଜ ମଲ୍ଲିକ, ନଳୀନ ମହାନ୍ତି,ସଭାପତି ଭଦ୍ରକ ସୁବ୍ରତ ଦାସ, ଦିଗାମ୍ବର ଦାସ ଓ ବିଭିନ୍ନ ନିର୍ବାଚନ ମଣ୍ଡଳୀ ନେତା ଅନ୍ୟାନ୍ୟ କର୍ମକର୍ତା ସହ ମାନ୍ୟଗନ ବେକ୍ତି ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ