ପୂର୍ବଶତ୍ରୁତା ର ଭୟଙ୍କର ପରିଣତି 

(ଯୁଗାବ୍ଦ ନ୍ୟୁଜ)ଯାଜପୁର ଜିଲ୍ଲା ଜେନୀପୁର ରେ ଦେଖିବାକୁ ମିଳିିଛି ଏକ ଆଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।ସୂଚନା ଥାଉ କି ପ୍ରଦୀପ କୁମାର ମଳିକ ନାମକ ଯୁବକ ରାସ୍ତାରେ ଯାଉଥିବା ବେଳେ ହଠାତ ଟ୍ରକ ଟି ତାଙ୍କ ଉପରେ ଚଢିଯାଇଥିଲା ଘଟଣା ସ୍ଥଳରେ ତାଙ୍କ ର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ପରେ ପ୍ରଦୀପଙ୍କ ପତ୍ନୀ ତାଙ୍କ ସ୍ୱାମୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରିଛି। ଏଥିସହ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ