ପେଂବୃୟାରୀ୫ ତାରିଖରେ କ୍ୟାନସର ଯାଞ୍ଚ ଓ ପରାମର୍ଶ ଶିବିର
ଯାଜପୁର,-: କ୍ୟାନସର ପରାମର୍ଶ ଓ ଯାଞ୍ଚ ପାଇଁ ଚଳିତ ମାସ ୫ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ଶିବିରର ଆୟୋଜନ କରାଯାଇଚ୍ଥି । ଡା. ଦୀନେଶ ପେନ୍ଧାରକର, ଯିଏକି ଜଣେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଓ ପରାମର୍ଶଦାତା ସେ ୫ ତାରିଖ ଅପରାହ୍ନ ୪ ଘଟିକା ସମୟରେ ବିନା ମୂଲ୍ୟରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବେ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଦିଗ୍ଧ ରୋଗୀ ମାନଙ୍କର ନାମ ପଞ୍ଜିକରଣ ପେଂବୃୟାରୀ ୫ ତାରିଖ ଅପରାହ୍ନ ଘ. ୩.୩୦ ମିନିଟ ସମୟରେ ଆରମ୍ଭ ହେବ ବୋଲି ସି.ଡି.ଏମ୍.ଓ. ଡା. ଅରୁଣ କୁମାର ପାତ୍ର ସୂଚନା ଦେଇଚ୍ଥନ୍ତି । ଅଧିକ ଜାଣିବା ପାଇଁ ମୁଖ୍ୟ ଚିକିତ୍ସାଳୟର ଡା. ପି.କେ. ଦିକ୍ଷୀତ ଙ୍କୁ ନଂ ୮୮୯୫୩୨୫୪୭୭ ରେ ଯୋଗାଯୋଗ ପାଇଁ ଡା. ପାତ୍ର ଅନୁରୋଧ କରିଚ୍ଥନ୍ତି ।


