ପୈାରସଂସ୍ଥା ପକ୍ଷରୁ ସେଂଟ ଯୋଶେଫ ସ୍କୁଲରେ କୋଭିଡ କେନ୍ଦ୍ର ପ୍ରସ୍ତୁତ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୈାରସଂସ୍ଥା ପକ୍ଷରୁ ତିନିମୁହାଣିସ୍ଥିତ ସେଂଟ ଯୋଶେଫ ସ୍କୁଲ ପରିସରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (କୋଭିଡ କେନ୍ଦ୍ର) ପ୍ରସ୍ତୁତ କରାଯାଇଛି । ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସ୍କୁଲ ପରିସରରେ ୧୧୦ ଶଯ୍ୟା ପ୍ରସ୍ତୁତ କରାଯାଇଛି । ପ୍ରବାସୀ ଓଡିଆଙ୍କ ନିମନ୍ତେ ପ୍ରସ୍ତୁତ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକଶହ ୧୦ଜଣ ସଙ୍ଗରୋଧରେ ରହିବାର ବ୍ୟବସ୍ଥା କରାଯାଇଛି ପୈାରସଂସ୍ଥା ପକ୍ଷରୁ । ସ୍କୁଲ ପରିସରକୁ ସାନିଟାଇଜ କରାଯିବା ସହିତ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଥିବା ପୈାରନିର୍ବାହୀ ଅଧିକାରୀ ବଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ