ପୋକରେ ତିଆରି ନୁଡୁଲ୍ସ

ଆମ ଦେଶରେ ଯାହାକୁ ଆମେ ଅଖାଦ୍ୟ ଭାବେ କହିଥାଉ, ତାହାକୁ ଅନ୍ୟ ଦେଶରେ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଏମିତି ଏକ ଅଖାଦ୍ୟ ହେଉଛି ପୋକ ତିଆରି ନୁଡୁଲ୍ସ । ଟୋକିଓର ରାମେନ୍ ନାଗି ରେଷ୍ଟୁରାଣ୍ଟରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଏ । ପୋକ ଜୋକ ତଥା କାଇ, ଜନ୍ଦାରେ ପ୍ରସ୍ତୁତ ଖାଦ୍ୟ ଏଠାରେ ଲୋକଙ୍କୁ ପରିବେଷଣ କରାଯାଏ, କାରଣ ଏହା ଏଠାକାର ପ୍ରିୟ ଖାଦ୍ୟ । ଇନ୍ସେଟ୍ରେ ତ୍ସୁକେମେନ୍ ନାମକ ଜଣେ ମହିଳା ରାମେନ୍ ନୁଡୁଲ୍ସ ଖାଇବାବେଳେ ନିଜର ପ୍ରତିକ୍ରିୟା ପ୍ରଦର୍ଶନ କରୁଥିବାର ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ