ପୋଜେଟିଭ ରିପୋର୍ଟ ନଦେଲେ ଯିବୁନି କୋଭିଡକ୍ୟାର କୁ

ମୋହନା, (ଅଂଶୁମାନ ପଣ୍ଡା):ମୋହନା ତଥା ରାଜ୍ୟ ବାହାରେ କରୋନା ତାର କାୟା ବିସ୍ତାର କରି ଲୋକଙ୍କୁ ଆକ୍ରାନ୍ତ କରିସାରିଛି ସେଥିରେ ଗଜପତି ଜିଲ୍ଲାରେ କେତେ କରୋନା ଯୁଦ୍ଧାମଧ୍ୟ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିସାରିଲେଣି ଏହା ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି ରାଜ୍ୟ ସରକାରଙ୍କ ନିର୍ଦେଶରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଆଦେଶ କ୍ରମେ ଗତ କାଲି ତସିଲିଦାର କଲ୍ୟାଣି ସଙ୍ଘମିତ୍ରା ଦେବୀ ପ୍ରଚାର ଯୋଗେ ମୋହନା ବଜାରରେ ଦୋକାନୀ ମାନଙ୍କୁ ନିଜର କରୋନା ଟେଷ୍ଟ କରିବା ପାଇଁ ଜଣାଇ ଥିଲେ ତସିଲିଦାରଙ୍କ ଆଦେଶ ମାନି ୫ ଶହରୁ ଉର୍ଦ୍ଧ୍ୱ ବ୍ୟବସାୟୀ ପିଣ୍ଡିକି ନିକଟସ୍ଥ ଚିକିସିମେରା ଗାଁ ବିଦ୍ୟାଳୟରେ ଯାଇ ନିଜର କରୋନା ଟେଷ୍ଟ ପାଇଁ ଧାଡିରେ ଛିଡା ହୋଇଥିଲେ ସେଥି ମଧ୍ୟରେ କିଛି ସମୟ ପାଇଁ ପ୍ରଶାସନ ସହ ପାଟି ତୁଣ୍ଡ ହୋଇଥିଲେ ୫ଶହ ଲୋକ ରୁ୨ଶହ ଲୋକ ଙ୍କ ନମୁନା ନିଆ ଯାଇ ପରୀକ୍ଷା କରାଯିବା ପରେ୨୦ଜଣଙ୍କ ପୋଜେଟିଭ ଚିହ୍ନଟ ମାନଙ୍କୁ ଫୋନ କରି ଜଣା ଯାଇଛି ତମେ ମାନେ ପୋଜେଟିଭ ଚିହ୍ନଟ ହୋଇଛନ୍ତି ଉକ୍ତବ୍ୟକ୍ତି ମାନେ ଭୟରେ ଘରୁ ବାହାରି ପଦାରେ ରାତି କାଟିଛନ୍ତି ସକାଳେ ପ୍ରଶାସନ ଗାଡ଼ି ପଠାଇବାରରୁ ୧୭ ଜଣ ବ୍ୟକ୍ତି କହିଛନ୍ତି ଆମକୁ ପୋଜେଟିଭ ରିପୋର୍ଟ ନଦେଲେ ଯିବୁନି ଏହାପ୍ରଶାସନ ଶୁଣିବା ପରେ ପଠେଇଥିବା ଦୁଇ ଟି ଗାଡିକୁ ଡାକି ନେଇଯାଇଛନ୍ତି ଉକ୍ତ ବ୍ୟକ୍ତି ମାନେ ନୂତନ ବଷ୍ଟାଣ୍ଡ ନିକଟରେ ୫ଘଣ୍ଟା ଧରିବସି ରହିଛନ୍ତି ପ୍ରଶାସନର କୌଣସି ଦେଖା ମିଳିନଥିଲା ଅନ୍ୟ ପଟେ ମୋହନା ମେଡିକାଲ ଅଧିକାରୀ ନମିତା ପଣ୍ଡାଙ୍କୁ ପଚାରିବାରୁ ରିପୋର୍ଟ ବନା ହେଉଛି ହେଲେ ସେମାନଙ୍କୁ ଦିଆ ଯିବ ବହୁ ସମୟ ଭୋକରେ ଜଗିବା ପରେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ପହଂଚି ନାହାନ୍ତି ଅନ୍ୟପଟେ ବାକିଥିବା ବ୍ୟବସାଇ ମାନଙ୍କ ଟେଷ୍ଟ କରା ଯାଇନି କେବେ ହେବ ତାହା ଜଣା ପଡିନିଚାଲି ଚାଲି ଯାଉଥିବା ବେଳେ ବିଡିଓ ଙ୍କ ସହ ଲୋକଙ୍କ ଦେଖା ହୋଇଥିଲା ସେଠି ଆକ୍ରନ୍ତ ମାନେ ବିଡଓ ଙ୍କୁ ପାଚରି ଥିଲେ ବହୁତ ସମୟ ହେଲାଣି ଖାଇବାକୁ ବର୍ତମାନ ସୁଦ୍ଧା ଦିଆଯାଇନଥିଲା କୋଭିଡ୍‌କୁ ନିଆଯାଇ ନାହି ପ୍ରଶ୍ନ କରିଥଲୋ ବିଡିଓ ବଂଶିଧର ଖୋସଲା ଉତ୍ୟକ୍ତ ହୋଇକେ ଲୋକଙ୍କୁ ର୍ଦୁବ୍ୟବହାର କରିଥିଲୋ ଅନ୍ୟ ଲୋକ ମଧ୍ୟ ବିଡିଓ ଙ୍କ ର୍ଦୁବ୍ୟବହାର ଦେଖି କିଛି ସମୟ ପାଈଁ ଉତକ୍ଷେପସୃଷ୍ଟି ହୋଇଥିଲା ।ପୋଲିସ ପ୍ରଶାସନ ଓ ତହସିଲଦାର ପହଚିଂଲୋକଙ୍କୁ ବୁଝାଈ ପଠାଈବା ସହ ରିପୋର୍ଟ ଦେଇ କୋଭିଡ କ୍ୟାର ପଠାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ