ପୋଲସରାରେ ସ୍ୱାୟତ୍ତ ଶାସନ ଦିବସ ପାଳନ

ପୋଲସରା ବିଜ୍ଞାପିତ ଅଂଚଳ ପରିଷଦର କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି । ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ପୋଲସରା ,ତହସିଲଦାର,କାର‌୍ୟ୍ୟ ନିର୍ବାହୀ ଅଧିକାରୀ, ଥାନା ଅଧିକାରୀ, ସରକାରୀ କର୍ମଚାରୀ,ପୁର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ