ପୋଲସରା ଏନଏସି ରେ ବିଜୁ ଜନତା ଦଳର ବାଜିମାତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଭାବେ ବିଜୁଜନତା ଦଳର ସଂଗୀତା ବେହେରା ୧୧୯୯ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ମୋଟ ୧୯ ଟି ୱାର୍ଡରୁ ୧୩ ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ୬ ଟି ୱାର୍ଡରେ ବିଜେପି ବିଜୟୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ