ପୋଲସରା ବ୍ଲକ ମାଳତେନ୍ତୁଳିଆ ଓ ସୋଡକ ମେରୁ ଯାତ୍ରାରୁ ୧୨ ଦଣ୍ଡୁଆ ଥାନାରେ ଅଟକ

ବୁଗୁଡା,(ଅନିଲ କୁମାର ମହାରଣା):କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ମେରୁ ଯାତ୍ରା ନକରିବା ପାଇଁ ନିବେଦନ କରିଥିଲେ । ତଥାପି ଆଇନକୁ ଅମାନ୍ୟ କରି କେତକ ସ୍ଥାନରେ ମେରୁ ଯାତ୍ରା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପୋଲସରା ବ୍ଲକର ମାଳତେନ୍ତୁଳିଆ ଓ ସୋଡ଼କ ଗ୍ରାମରେ ମଧ୍ୟ ଆଇନ ଅମାନ୍ୟ କରି ମେରୁ ଯାତ୍ରା କରି ସାମାଜିକ ଦୂରତା ଭଙ୍ଗ କରି ଜନସାଧାରଣ ଏକାଠି ହୋଇଥିବା ଅଭିଯୋଗରେ ପୋଲସରା ପୋଲିସ ୧୨ ଜଣ ଦଣ୍ଡୁଆଙ୍କୁ ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ