ପୋଲିସ ଓ ବନବିଭାଗର ଚଢଉ :ଗଞେଇ ଗଛ ପୋଡିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପକ୍ଷରୁ ଦୀର୍ଘ ଦୀନ ହବ ବିଭିନ୍ନ ସ୍ଥାନରେ ଚଡାଉ କରି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଉଛି ପୁଣି ନୂଆଗଡ଼ ବ୍ଲକ ଅନ୍ତର୍ଗତ କିରାମାପଞ୍ଚାୟତ ର ଦୁର୍ଗମ ଜଙ୍ଗଲ ପାହାଡ଼ରେ ଅବସ୍ଥିତ ପେଡ଼ିକାପଦର ଗ୍ରାମାଞ୍ଚଳର ପ୍ରାୟ ୧୧୭.୭୫ ଏକର ପାହାଡ଼ ଜମିରେ ବେଆଇନ ଭାବରେ ଲଗାଯାଇ ଥିଲା ୨ଲକ୍ଷ ୩୫ହଜାର ୫ ସହ ଗଞ୍ଜେଇ ଗଛ କୁ ଅବକାରୀ ପୋଲିସ, ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଉଦ୍ୟମରେ ଏବଂ ଆର ଉଦୟଗିରି ତହସିଲଦାର ନାରାୟଣ ବେହେରା, ସମ୍ବଲପୁର ଅମିନ ତପନ କୁମାର ସାହୁଙ୍କ ଉପସ୍ଥିତରେ ଚଢ଼ାଉ କରି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି I ଥାନାରେ 2/22 ମାମଲା ରୁଜୁ କରାଯାଇଛି I ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 23 କୋଟି 55ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି I ଆର୍ ଉଦୟଗିରି ଧାନା ଅଧିକାରି ରବୀନ୍ଦ୍ର ପଣ୍ଡା | ଗଜପତି ଜିଲ୍ଲା ନୂଆଗାଡ଼ ବ୍ଲକ ରୁ ମନୋହର ପରିଛା ଙ୍କ ରିପୋର୍ଟ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ