ପୋଲିସର ତରଫରୁ ବିଭିନ୍ନ ସ୍ଥାନରେ ଚେକିଂ

ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ସହରରେ ପୋଲିସର ବ୍ଲକିଂ ଓ ଚେକିଂ କରି ନଗଦ ୭୧୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ୪ ଠାରୁ ୬ ଟା ମଧରେ ମଦ୍ୟପାନ କରି ଗାଡି ଚାଳନ କରୁଥିବା , ବାଇକରେ ତିନି ଜଣ ବସି ଯାତ୍ରା କରୁଥିବା , ବିନା ହେଟମେଟରେ ଗାଡି ଚାଳନା ,ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ଲାଇସେନ୍ସ ଯାଞ୍ଚ କରାଯାଇ ଜୋରିମାନା ଆଦାୟ କରାଯାଇଛି । ଆଗକୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ