ପୋଲିସର ଦୁଇ ଚକିଆ ଯାନ ଚେକିଂ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡରେ ଦୁଇ ଚକିଆ ଯାନ ଚେକିଂ ଆରମ୍ଭ କରାଯାଇଛି । ଟାଉନ ଥାନା ଇନସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ନେତୃତ୍ୱରେ ଏହି ଚେକିଂ ଅନୁଷ୍ଠିତ ହୋଇଥିଲା । ଏହି ଚେକିଂରେ ଗୋଟିଏ ଦୁଇ ଚକିଆ ଯାନରେ ୩ଜଣ ବସି ଯାଉଥିବା ଓ ଅତ୍ୟଧିକ ସ୍ପିଡରେ ଯାଉଥିବା ୪ଜଣ ବାଇକ ଚାଳକଙ୍କ ଠାରୁ ୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ