ପୋଲିସ ଅବକାରୀ ଚଡ଼ାଉ ୭୩ ଲିଟର ମଦ ଶହ ତିନି ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକାରି ଙ୍କ ନିର୍ଦେଶ କ୍ରମେ ଆର୍ ଉଦୟଗିରୀ ଅବକାରୀ ବିଭାଗ ବୀଙ୍ଗରାଜ ଦାମୀ, ଘନଶ୍ୟାମ ଜେନା ଓ କର୍ମଚାରୀ ସମେତ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଓ ଟିମ୍ ମିଳିତ ଭାବେ ଚନ୍ଦ୍ରଗିରି ଅଞ୍ଚଳର ବିଭିନ୍ନ ଗ୍ରାମ ରେ ଏକା କାଳୀନ ଚଡ଼ାଉ କରି ପୋଲିସ୍ ପକ୍ଷରୁ ୮ ଲିଟର ରନ୍ଧା ମଦ ଶହ ଜଣଙ୍କୁ ଗିରଫ କରିଛି ସେହି ପରି ଅବକାରୀ ବିଭାଗ ପକ୍ଷରୁ ୬୫ ଲିଟର ରନ୍ଧା ମଦ ଶହ ଦୁଇ ଜଣଙ୍କୁ ଗିରଫ କରଯାଇଛି ଏହାସହ ବିପୁଳ ପରିମାଣର ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିବା ସୂଚନା ମିଳିଛି