ପୋଲିସ ଓ ବନବିଭାଗର ଚଢଉ : ଗଞେଇ ଗଛ ପୋଡି ନଷ୍ଟ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପକ୍ଷରୁ ଦୀର୍ଘ ଦୀନ ହବ ବିଭିନ୍ନ ସ୍ଥାନରେ ଚଡାଉ କରି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଉଛି ପୁଣି ନୂଆଗଡ଼ ବ୍ଲକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ପାହାଡ଼ରେ ଅବସ୍ଥିତ ଏନ. ରୋଗେଇସିଂ ଗ୍ରାମାଞ୍ଚଳର ପ୍ରାୟ ୯୩.୦୧୬ ଏକର ଜଙ୍ଗଲ ଜମିରେ ବେଆଇନ ଭାବରେ ଲଗାଯାଇ ଥିବା ୧ଲକ୍ଷ ୮୬ହଜାର ୧୨୨ଟି ଗଞ୍ଜେଇ ଗଛ କୁ ଅବକାରୀ ପୋଲିସ, ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଭାବେ କାଟି ପୋଡ଼ିନଷ୍ଟ କରିଥିଲେ l ଏହି ଚଢଉ କାର୍ଯ୍ୟରେ ନୂଆଗଡ ତହସିଲଦାର ଲାବେନେନ୍ଦୁ ମହାନ୍ତି ସମ୍ବଲପୁର ଅମିନ ତପନ କୁମାର ସାହୁଙ୍କ ଉପସ୍ଥିତରେ ଚଢ଼ାଉ କରି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି l ଥାନାରେ କେସ ନଂ୪-୯/୨୨ ମାମଲାୟୁଏସ୨୦ଏ l ଏନଡିପିଏସଏକ୍ଟରେ ଏକ ମକଦ୍ଦମାରୁଜୁ କରାଯାଇଛି ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକମୂଲ୍ୟ ୧୮କୋଟି ୬୧ଲକ୍ଷ୨ ୨ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଆର୍ ଉଦୟଗିରି ଧାନା ଅଧିକାରି ରବୀନ୍ଦ୍ର ପଣ୍ଡା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ