ଦାୟିତ୍ୱ ଗ୍ରହଣ କଲେ ସୁଧାଂସୁ ଷଡଙ୍ଗୀ
ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆପିଏସ୍ ଅଫିସର ସୁଧାଂସୁ ଷଡଙ୍ଗୀ । ତାଙ୍କୁ ସତ୍ୟଜିତ ମହାନ୍ତି ଙ୍କ ସ୍ଥାନରେ ଅବସ୍ଥାନ କରିଛନ୍ତି ରାଜ୍ୟସରକାର । ୧୯୯୦ ବ୍ୟାଚର ଏହି ଆଇପିଏସ୍ ଅଫିସର ଦାଇତ୍ୱ ନେବାପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର ମୁଖ୍ୟ ଫୋକସ ରହିବ ଆଇନଶୃଙ୍ଖଳାରକ୍ଷା କରିବା ଅପରାଧ ନିୟନ୍ତ୍ରଣ ,ସାଇବର ଠକେଇ ,ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ କରିବା। ସେ ଏହା ପୂର୍ବରୁ ଏ ଓଡିଶା ପୋଲିସ ହାଉସିଂ ବୋର୍ଡର ନିର୍ଦ୍ଧେଶକ ଭାବେ ଦାୟିତ୍ୱ ଦୁଲାଇସାରିଛନ୍ତି । ଏହା ସହିତ ତାଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରଷ୍ଟ୍ରପତି ପୋସିସ ମେଡାଲ ପାଇବା ସହ ରାଜ୍ୟପାଳ ଙ୍କ ଠାରୁ ପୋଲିସ ପଦକ ପାଇଛନ୍ତି ।


