ପୋଲିସ କର୍ମଚାରୀ ଅନ୍ୟତମ କୋରନା ଯୋଦ୍ଧା ଭାବେ ସମ୍ମାନିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ମହାମାରୀ କୋରନା ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଣ୍ଟା ଭିଡି ଥିବା ବେଳେ, ଏହି ମାରାତ୍ମକ ଭୂତାଣୁ ଠାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆଗ ଧାଡିରେ ଅଣ୍ଟା ଭିଡି ଛିଡା ହୋଇଛନ୍ତି ସ୍ୱାସ୍ଥ୍ୟ କର୍ମଚାରି , ସଫେଇ କର୍ମଚାରୀ, ପୋଲିସ ଓ ଜିଲ୍ଲା ପ୍ରଶାସନ !ଧନ, ଜୀବନକୁ ରକ୍ଷା କରିବା ପାଇଁ ଆଗଧାଡିର ଯୋଦ୍ଧାମାନଙ୍କ ଭିତରେ ପୋଲିସ କର୍ମଚାରୀ ଅନ୍ୟତମ ! ଭଞ୍ଜନଗର ନିକଟସ୍ଥ କୁଲାଡ ଠାରେ କୁଲାଡ଼ ବଜେପି ର ସମସ୍ତ କର୍ମକର୍ତା କୁଲାଡ଼ ମଣ୍ଡଳ ସଭାପତି ବ୍ରହ୍ମlନନ୍ଦ ଦାଶ, ଏବଂ ପଞ୍ଚାୟତ ପ୍ରମୁଖ ସଞ୍ଜୟ ପ୍ରଧାନ ଙ୍କ ନେତୃତ୍ୱ ରେ କୁଲାଡ଼ ପୋଲିସ ଫାଣ୍ଡି ର ସମସ୍ତ କାର୍ଯ୍ୟ ରତ ପୋଲିସ ଭାଇ ମାନଙ୍କୁ ଉପଢଉକନ ଦେଇ କୋରନା ଯୋଦ୍ଧା ଭାବେ ସମ୍ମାନିତ କରି ଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ