ପୋଲିସ କୁ ପଥର ଉତ୍ତଳନ କାରୀଙ୍କ ଅlଟlକ ଘଟଣା
ଢେଙ୍କାନାଳ, (ତାପସଦାସ):ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ପୋଲିସ କୁ ମାଫିଆ ମାନେ ଆକ୍ରମଣ କରିବା ସତ୍ୟ କିନ୍ତୁ ପୋଲିସ କାହା ଭୟରେ ଚୁପ୍ ରହୁଛି ? ଗତ ଡ଼ିସେମ୍ବର ୩୦ ତାରିଖ ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ର ଯେଉଁ ମିଳିତ ଚଢ଼ାଉ ହୋଇଥିଲା ସେହି ଘଟଣା ରେ ମାଫିଆ ମାନେ କିପରି ଖସିଗଲେ ? କେଉଁ ସୂତ୍ର ରୁ ମାଫିଆ ମାନେ ଚଢାଉ ପୂର୍ବରୁ ଖବର ପାଇ ଖସିଗଲେ ? କେଉଁ ବାବୁ ମାନେ ଟନ୍ ପିଛା ୫୦ ଟଙ୍କା ଆଦାୟ କରି ମାଫିଆ ମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ତାହା ପୋଲିସ କଣ ଜାଣିନାହିଁ ? ଏହି ପ୍ରଶ୍ନ ର ଉତ୍ତର ଜିଲ୍ଲା ପ୍ରଶାସନ ଦେବା ଦରକାର ! ଜିଲ୍ଲା ପ୍ରଶାସନ ତୁରନ୍ତ କଡା ପଦକ୍ଷେପ ନନେଲେ ସ୍ଥାନୀୟ ପୋଲିସ ର ମନୋବଳ କୁ ସୁଦୃଢ଼ କରିବା ଦରକାର । ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେବା ଦରକାର ।