ପୋଲିସ ମାଓବାଦୀ ଗୁଳିବିନିମୟ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର  ଓ ଗୋଳାବାରୁଦ ଜବତ

ଛତିଶଗଡ  ରାଜନନ୍ଦନ ଗାଁଓ ଜିଲ୍ଲାରେ ପୋଲିସକ୍ୁ ମିଳିଛି  ବଡ ଧରଣର  ସଫଳତା । ମାଓବାଦୀ ମାନେ ଜଙ୍ଗଲରେ ଥିବା  ଗୁପ୍ତ ଖବର ପାଇ ଜଙ୍ଗଲରେ ଚଢାଉ କରିଥିଲେ । ଏହା ପରେ ମାଓବାଦୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଜାରୀ ରହିଥିଲା । ପୋଲିସର  କଡା କାର୍ଯ୍ୟନୁଷ୍ଠାନରେ ମାଓବାଦୀୁ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ ।  ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଓ ଗୁଳିବାରୁଦ ଜବତ କରାଯାଇଛି ।  ସୁରକ୍ଷା କର୍ମୀ ଗୁଳିରେ ବହୁ ମାଓବାଦୀ ନିରହ ହୋଇଥିବା ଅନୁମାନ କରାଯାଉଛି  । ଏହି ଅପରେସନରେ ମିଳିତ ଭାବେ ଡିଆରଜି , ଏସଟିଏଫ୍ ଓ ଆଇଟିବିପି ଯବାନ ସାମିଲ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ