୮ ହଜାର ଜୋରିମାନା ଗଣିଲେ ପୋଲିସ ହାବୁଡରେ ୧୨ ଆଇନ ଉଲଂଘନକାରୀ

ବନ୍ତ (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ପୋଲିସ ପକ୍ଷରୁ ଥାନା ଛକ ଠାରେ ଚେକିଂ କରାଯାଇଥିବା ବେଳେ ହାବୁଡରେ ୧୨ ଜଣ ଆଇନ ଉଲଂଘନକାରୀ ପଡିଥିଲେ । ସେମାନଙ୍କ ଠାରୁ ପୋଲିସ ୮ ହଜାର ଜୋରିମାନା ଆଦାୟ କରିଥିବାର ଜଣାଯାଇଛି । ମଟରଯାନ ଆଇନ ବଳରେ ୭ ଜଣଙ୍କ ଠାରୁ ୭ ହଜାର ଚାଲାଣ କଟାଯାଇଥିବା ବେଳେ ମାକ୍ସ ବ୍ୟବହାର ନକରି ବୁଲୁଥିବା ୫ ଜଣ ବାବୁ ମାନଙ୍କ ଠାରୁ ୧ ହଜାର ଟଙ୍କା ଆଦାୟ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ