ପ୍ରକାଶ ପାଇଲା ଯୁକ୍ତ ତିନି ପାଇଁ କଟ ଅଫ ମାର୍କ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) ଯୁକ୍ତ ତିନି ଆଡମିସନ ପାଇଁ ଆଜି ପ୍ରକାଶ ପାଇଛି ପ୍ରଥମ କଟ ଅଫ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସିଲେକ୍ସନ ହୋଇଥିବା କଲେଜରେ ନାମ ସଲେଖାଇ ପାରିବେ । ସୁଚମନାନୁସାରେ , ପ୍ରଥମ ପର୍ଯ୍ୟାୟ କଟ ଅଫରେ ପାଖାପାଖି ୧ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ
ଲକ୍ଷ ୮୮ ହଜାର ୨୨୨ଜଣ ଛାତ୍ରଛାତ୍ରୀଙ୍କ ନାମ ତାଲିକା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ