ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ହାଟଡିହିରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ୨୭ରେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୭ତାରିଖ ରବିବାର ଦିନ ହାଟଡିହି ହାଇସ୍କୁଲ ପରିସରରେ ତାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ କରିବାକୁ ଯାଉଛି । ଏଥିପାଇଁ ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମର ଚୁଡାନ୍ତ ରୁପରେଖ ପ୍ରସ୍ତୁତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନୀତ ଅତିôତ ଭାବେ ଚଳଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ମୁଖ୍ୟ ବକ୍ତା ଭାବେ କଟକ କ୍ଷେତ୍ରୀୟ ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ସୁଲୋଚନା, ଶୁଭ ଆଶ୍ରିବଚନ କରିବେ କଟକ ଉପକ୍ଷେତ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ କମଳେଶ ଦିବିଜି, ଝୁମ୍ପୁରାର ତହସିଲଦାର ପ୍ରତିଭା ପୃଷ୍ଟିପୌରହିତ୍ୟ କରିବେ ବୋଲି ସହମତି ପ୍ରଦାନ କରିଥିବା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ କମିଟିର କର୍ମକର୍ତ୍ତା ମାନେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ