ପ୍ରତାପୁର – ଗୋଠିଆଳି ରାସ୍ତାରେ ଯୁବକଙ୍କ ହତ୍ୟା
ପୁରୁଷତ୍ତମପୁର , (ଯୁଗାଦ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଓ ଗୋଠିଆଳି ରାସ୍ତା ରେ ଜଣେ ଯୁବକ ଙ୍କୁ କାତିରେ ରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣଙ୍କ ହେଲେ ଶିବ ଦୋରା।ପୁର୍ବ ସତୃତା କୁ କେନ୍ଦ୍ର କରି ଏଭଳି ହତ୍ଯାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଉଦ୍ଧାର କରି ପଞ୍ଚମ ନାମା ନିମନ୍ତେ ପଠାଇଛି । ତେବେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅତସିଘ୍ର ଗିରଫ କରାଯିବ ବୋଲି ପୋଲିସ ସୁଚନା ଦେଇଛି।