ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ବିଜେଡି ଲିଗାଲଫ୍ରଂଟର ଅଭିନନ୍ଦନ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍) ; ଓଡିଶାର ଆଇନ,ନଗର ଉନ୍ନୟନ,ପଂଚାୟତିରାଜ ଉ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଦେଶର ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବରେ ଦିଲ୍ଲୀ ଠାରେ ଉପରାଷ୍ଠ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଉଥିବାରୁ ଆମ ରାଜ୍ୟ ଓଡିଶା ମନ୍ତ୍ରୀ ଶ୍ରୀ ଜେନାଙ୍କ ପାଇଁ ଗର୍ବିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତାଙ୍କର ଏହି ଅଭୁତପୂର୍ବ ସଫଳତା ପାଇଁ ଶୁଭେଛା ପ୍ରଦାନ ସହିତ ଅଭିନନ୍ଦନ ଜଣାଇଦିଆଯାଇଛି । ରାଜ୍ୟ ବିଜେଡି ଆଇନଜୀବି ସାମ୍ମୁଖ୍ୟର ସଦସ୍ୟ ସଞ୍ଜୟ କୁମାର ଜେନା,ଜିଲ୍ଲା ଆବାହକ ଭୀମସେନ ଭୂୟାଁ,ଗଗନବିହାରୀ ଜେନା,ରମାକାନ୍ତ ସ୍ୱାଇଁ,ଗୋବର୍ଦ୍ଧନ ରାଉତ,ଗୋକୁଳିରଞ୍ଜନ ଦାସ,ସେକ ଅଜିମୁଦ୍ଦିନ,ମନୋଜ ସାହୁ,ମାନସରଞ୍ଜନ ଧଳ,ନିରଞ୍ଜନ ବଳ,ଲଳିତେନ୍ଦୁ ପଣ୍ଡା,ଧିରେନ୍ଦ୍ର କୁମାର ଦାସ,ଅରୁଣକୁମାର ଦାସ,ଶେଷଦେବ ଦାସ ପ୍ରମୁଖ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଶୁଭେଛା ଜଣାଇଛନ୍ତି ।