ରାଜ୍ୟ ପ୍ରଥମ ପର୍ଯ୍ୟ।ୟ ନିର୍ବ।ଚନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ 11/04/2019 admin 0 Comments ପ୍ରଥମ ପର୍ଯ୍ୟ।ୟ ନିର୍ବ।ଚନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ-ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ଧାଡିରେ ଥିବା ମତଦାତାମାନେ ମତ ଦେଇ ପାରିବେ । ଅପରାହ୍ନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିଲା । Spread the love