ଶେଷ ହେଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ନାମାଙ୍କନ ଦାଖଲ

ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ର ଅଜି ଶେଷ ଦିନ ଥିବାରୁ ୯ଟି ବିଧାନସଭା ଓ ୫୪ଟି ଲୋକସଭା ଆସନ ପାଇଁ ସମସ୍ତ ରାଜନୈତିକ ଦଳର ଟିକେଟ ପାଇଥିବା ପାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦକ୍ଷିଣ ଭାଗରେ ହିଞ୍ଜିଳି ଓ ପଶ୍ଚିମରେ ବିଜେପୁର ଠାରେ ନିର୍ବାଚନ ଲଢିବା ପାଇଁ ପାର୍ଥୀତ୍ୱ ଦାଖଲ କରିଛନ୍ତି । ହିଞ୍ଜିଳି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଜେପି ଉପସଭାପତି ପୀତାମ୍ବର ଆଚାର‌୍ୟ୍ୟ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ପାର୍ଥୀ ଭାବେ ରାମକୃଷ୍ଣ ପଣ୍ଡାଙ୍କୁ ଚୟନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ