ପ୍ରଥମ ବିଦେଶ ଗସ୍ତରେ ଏସ. ଜୟଶଙ୍କର
ଭାରତୀୟ ବୈଦେଶିକ ସେବାରୁ ଅବସର ନେବାପରେ ମୋଦୀଙ୍କ ଗୁଡବୁକରେ ଥିବା ପୁର୍ବତନ ବୈଦେଶିକ ସଚିବ ତଥା ନୂତନ ବୈଦେଶିକ ମନ୍ତ୍ରୀ ଏସ . ଜୟଶଙ୍କର ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭୁଟାନ ଯିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ସେବା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି । ଅନ୍ୟ ପଟେ ଭାରତ ଓ ଭୁଟାନ ମଧ୍ୟରେ ସୁସମ୍ପର୍କ ଗଢି ତୋଳିବା ପାଇଁ ସେ ଭୁଟାନ ଯାଉଥିବା ବୈଦେଶିକ ସେବାର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି ।


