ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଙ୍କ ଆଗରେ ରଖିବେ ବିବୃତ୍ତି
(ଯୁଗାବ୍ଦ ନ୍ୟୁଜ) ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀ ଙ୍କୁ ଆଜି ସମ୍ବୋଧନ କରିବେ । ଜାମ୍ମୁକାଶ୍ମୀର ରୁ ଧାରା ୩୭୦ ଉଚ୍ଚେଦ ହେବା ପରେ ଏହି ଗୁରୁତ୍ପୂର୍ଣ୍ଣ ବିଷୟ ଉପରେ ନିଜର ବିବୃତ୍ତି ରଖିପାରନ୍ତି ମୋଦି । ସୂଚନା ଥାଉ କି ଜାମ୍ମୁ ଓ କାଶ୍ମୀର କୁ ୩୭୦ ଉଚ୍ଚେଦ ପରେ ଦୁଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି , ଯଥା- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ । ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶ ବାସୀ ଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୨୭ରେ ସମ୍ବୋଧନ କରିଥିଲେ ।