ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୯୮’ତମ “ମନ୍ କୀ ବାତ୍” ସଂସ୍କରଣ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୯୮’ତମ “ମନ୍ କୀ ବାତ୍” ସଂସ୍କରଣ ଗୋସାଇଁନୂଆଗାଁ ବୈଦ୍ଯ ସାହି ଛକ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଉପସଭାପତି ରବି ନାରାୟଣ ସାବତ,ସଞ୍ଜୟ ପାଣିଗ୍ରାହୀ,ସାଧାରଣ ସମ୍ପାଦକ ଶ୍ରୀରାମ ଦୀନଦୟାଲ,ସମ୍ପାଦକ ଏସ୍.ଶ୍ରୀନିବାସ,ଉପେନ୍ଦ୍ର ସେଠୀ,ରାଜ କୁମାର ପାତ୍ର,ରାମ ଚନ୍ଦ୍ର ଦାସ,ଲୋକନାଥ ବିଷୋୟୀ,ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖଙ୍କ ସମେତ ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ମାତା ପ୍ରସାଦ ନାୟକ,ଅଭୟ କୁମାର ସତପଥି,ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ