ପ୍ରଧାନ ଶିକ୍ଷକ ଭୋଟ କେନ୍ଦ୍ର ରେ ଉତେଜନା କରୁଥିବା ନେଇ ଭିଡ଼ିଓ ଭାଇରଲ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲାର ମୋହନା ବ୍ଲକ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ରେ ସାରିଥିବା ବେଳେ୮୦ପ୍ରତିଶ୍ରୁତି ମତଦାନ କରିଛନ୍ତି ଭୋଟ ର ଆଉ କିଛି ଦିନ ପରେ ଭୋଟ ଗଣତି ଥିବା ବେଳେ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି I ପ୍ରଧାନ ଶିକ୍ଷକ ମତଦାନ କେନ୍ଦ୍ର ରେ ଉତେଜନା କରି ନିଜ ସମ୍ପର୍କୟ ଙ୍କ ପ୍ରଚାର କରୁଥିବା ଏଭଳି ଘଟଣା ଘଟିଛି କଟାମା ପଞ୍ଚାୟତ ର ଗୁଠା ବିଦ୍ୟାଳୟ୪ନଂ ୱାଡ଼ ରେ ଗତ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଜିଗୁଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀ କିଛି ଦଳ ବଳ ଓ ନିଜ ପରିବାର ସଦରସ୍ୟ ସମିତି ସଭ୍ୟ ପାର୍ଥି ଭାବେ ନିର୍ବାଚନ ଲଡୁଛନ୍ତି ତାଙ୍କ ପାଇଁ ମତଦାନ କେନ୍ଦ୍ର କୁ ପଶି ରେଗିଙ୍ଗି କରିବା ବେଳେ ନିଜ ପ୍ରତିଦୃନ୍ଧି ପାର୍ଥି ମାନେ ଓ ଏଜେଣ୍ଡ ମାନେ ବିରୋଧ କରିବାରୁ ସେଠି ମନ୍ତ୍ରୀ ଉତେଜନା ସୃଷ୍ଟି କରିବା ସହ ଉପସ୍ଥିତ ଲୋକ ଙ୍କୁ ଧମକ ଦେଇଥିଲେ ଯାହାର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି ଅନ୍ୟ ପଟେ ଗୁଠା ଗ୍ରାମର କିଛି ଲୋକେ ସମବାର ଦିନ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଭେଟି ଏହି ବିଷୟରେ ଜଣାଇବା ସହ ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ଙ୍କୁ ସର୍ବଶିକ୍ଷା ଅଭିଯାନ ରେ ଆସିଥିବା ବିଦ୍ୟାଳୟ ଉର୍ଣ୍ଣତି କରଣ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ହଡ଼ପ କରି ନେବା ସହ କୋଣସୀ କାମ କରିନାହାଁନ୍ତି I ବର୍ତ୍ତମାନ ବ୍ଲକ ପକ୍ଷରୁ ଆସିଥିବା ଉର୍ଣ୍ଣତି କରଣ ଟଙ୍କାରେ କାମ କରୁଛନ୍ତି I ତେଣୁ ପୂର୍ବରୁ ହେରଫେର ହୋଇଥିବା ଟଙ୍କା ଓ ରାଜନୀତି ରେ ସମୃକ୍ତ ରହିଥିବା ପ୍ରଧାନ ଶିକ୍ଷକ ଙ୍କ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକେ ଅନୁରୋଧ କରିଛନ୍ତି I ଅନ୍ୟପଟେ ମତଦାନ ପୂର୍ବରୁ ବ୍ଲକ ର ନଡାଲ ଅଧିକାରୀ ପାଜିଗୁଡି ବିଦ୍ୟାଳୟ ପରିଦର୍ଶନ ଯାଇଥିଲେ କିନ୍ତୁ ପ୍ରଧାନ ଶିକ୍ଷକ ମନ୍ତ୍ରୀ ଦୁଇ ଦିନ ଧରି ବିଦ୍ୟାଳୟ ନ ଖୁଲି କେଉଁଆଡ଼େ ଚାଲି ଯାଇଥିଲେ I ତାହାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି I


