ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ହେଲେ ନୂତନ କୂଳପତି
(ଯୁଗାଦ୍ଦନ୍ୟୁଜ) -ଦୀର୍ଘଦିନ ଧରି ଖାଲି ପଡିଥିବା ଦକ୍ଷିଣ ଓଡିଶାର ପ୍ରମୁଖ ବହ୍ମପୁର ବିଶ୍ୱବିଦ୍ୟାଳୟକୁ ମିଳିଛି ନୂତନ କୂଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଙ୍କୁ ରାଜଭବନରୁ ସବୁଜ ସଂକେତ ମିଳିବାପରେ ଏହି ଚର୍ଚ୍ଚରେ ଏବେ ବିରାମ ଲାଗିଛି । ପ୍ରଫେସର ଚକ୍ରପାଣି ବର୍ତ୍ତମାନ ଆଇଆଇଟି ରୁକି ରେ ପୃଥିବୀ ବିଜ୍ଞନର ପ୍ରଧ୍ୟାପକ ଭାବେ କାର୍ଯ୍ୟରତ ।