ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକ
ମୋହନା,(ଅଂଶୁମାନ ପଣ୍ଡା):ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକ ରେ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଗଜପତି ଜିଲ୍ଲାର ସମସ୍ତ କର୍ମକର୍ତା ନିଜନିଜ ଅଞ୍ଚଳ ରେ ବିଜୁ ବାବୁ ଙ୍କ ଫୋଟୋ ରେ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ଉପ ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ ପାରଳାଖେମୁଣ୍ଡି ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ଅବସରରେ |ଜିଲ୍ଲା ଉପସଭାପତି ଦଣ୍ଡାସୀ ସାହୁ ଙ୍କ ମୋହନା ସ୍ଥିତ ବାସଭବନ ରେ ଦଣ୍ଡାସୀ ସାହୁ ଏବଂ ଜିଲ୍ଲା ଯୁବ ସମ୍ପାଦକ ଫିରୋଜ କୁମାର ପଟ୍ଟନାୟକ ଙ୍କ ଉପସ୍ଥିତ ରେ ମାଲ୍ୟା ଅର୍ପଣ କରାଗଲା