ପ୍ରବାସୀ ଶ୍ରମିକ ଙ୍କୁ ନୂତନ ରେସନ କାର୍ଡ ବଣ୍ଟନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଏନଏସି ପକ୍ଷରୁ ଇ-ଶ୍ରମ କାର୍ଡ ଜରିଆରେ ପୋଟ୍ରାଲରେ ରେସନ କାର୍ଡ ପାଇଁ ଆବେଦନ କରିଥିବା ପ୍ରବାସୀ ଶ୍ରମିକ ମାନଂକୁ ନୂତନ ରେସନ କାର୍ଡ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟାଳୟ ପରିସର ରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ୍ୟ ରେସନ କାର୍ଡ ହିତାଧିକାରୀ ମାନଂକୁ ନୂତନ କାର୍ଡ ବଣ୍ଟନ କରିଥିଲେ, ଏହି ଅବସର ରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପ ରାଓ ଙ୍କ ସମେତ ବହୁ କାଉନସିଲର ଏବଂ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ଆଜି ଏନଏସି ପକ୍ଷରୁ ୬୩ଜଣ ହିତାଧିକାରୀ


