ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ଅଭିନନ୍ଦନ

ହାଟଡ଼ିହି, : ଆଦର୍ଶ ବିଦ୍ୟାଳୟରେ ୨୦୨୦/୨୧ ଶିକ୍ଷାବର୍ଷ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଅଭିନନ୍ଦନ ସାମଲ ଜିଲ୍ଲା ସ୍ତରରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ତାଙ୍କ ଘର ଅକରୁଆ ପଞ୍ଚାୟତ କାଠିଆସରା ଗ୍ରାମର । ସେ ପ୍ରାଣବଲ୍ଲିବ ପବ୍ଲିକ ସ୍କୁଲ ଗୋହୀରାରେ ୫ମଶ୍ରେଣୀରେ ଶିକ୍ଷାଦାନ କରୁଥିଲେ । ମୋଟ ୬୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ସ୍ତରରେ ପ୍ରଥମସ୍ଥାନ ହାସଲ କରିଛନ୍ତି । ସେ ଦେବଦତ୍ତ ସାମଲ ଓ ମମତା ଜେନାଙ୍କ ଏକମାତ୍ର ପୁଅ ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ