ପ୍ରଶଂସା କଲେ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଣ ହୋଇଛି । ଏହାଦ୍ୱାରା ସମସ୍ତ ଘରକୁ ସୁରକ୍ଷିତ ପାଣି ଯୋଗାଣ ପାଇଁ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହୋଇଥିବା ଭଞ୍ଜନଗର ପିଏଚଡି ପକ୍ଷରୁ କୁହାଯାଇଛି । ପୁରୁଷୋତ୍ତମପୁର ଏନଏସିର ସମସ୍ତ ଘରକୁ ପାଣି ଯୋଗାଣ ଏକ ମାଇଲଖୁଣ୍ଟ ହାସଲ କରିଛି । ସମସ୍ତ ଘରକୁ ପାଣି ଯୋଗାଣ କରି ଶତ ପ୍ରତିଶତ ଟାର୍ଗେଟ ଭଞ୍ଜନଗର ପିଏଚଡି ବିଜୟ ହାସଲ କରିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଭାଗକୁ ଟୁଇଟ କରି ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ