ଆମ ଜିଲ୍ଲା ପ୍ରାର୍ଥୀପତ୍ର ଦାଖଲ କଲେ ଶଙ୍କର ସାହୁ 19/03/201919/03/2019 admin 0 Comments ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ) ଆଜି ଆସ୍କା ସଂସଦୀୟ କ୍ଷେତ ୍ରପାଇଁ ସିପିଆଇ ଏମ ଏଲ ରେଡ୍ ଷ୍ଟାରରୁ ଶଙ୍କର ସାହୁ ନିର୍ବାଚନ ପାଇଁ ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।ଦଳ କର୍ପୋରେଟ ଫାଶୀବାଦି ବିଜେପି କୁ ପରାସ୍ତ କରି ରେଡଷ୍ଟାର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଛି । Spread the love