ପ୍ରାର୍ଥୀ ଘୋଷଣା ରେ କମ୍ୟୁନିଷ୍ଟପାର୍ଟି ଆଗୁଆ

କମୁୃ୍ୟନିଷ୍ଟପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ରେ ୪୫ ଟି ଲୋକ ସଭା ଆସନର ପାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ନିର୍ବଚନ ପାଇଁ ରାଜନୀତି ସରଗରମ ରହିଛି ।୨୦୧୯ ଲୋକସଭା ପାଇଁ ଚାଲିଛି ଜୋର ଦାର ପ୍ରସ୍ତୁତି । ଏହି ଜଙ୍କିଳ କନ୍ଦଳ ଭିତରେ ପ୍ରାର୍ଥୀ ଘୋଷଣା କରିବା ସବୁଠାରୁ କଷ୍ଟକର ବ୍ୟାପାର । ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱର ଆସନର ଲୋକ ସଭାରୁ ଜନ୍ନାଦନ ପତିଙ୍କୁ ପାର୍ଥୀ ଭାବେ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ