ପ୍ରିୟଙ୍କା ଙ୍କ ଡ୍ରେସ କୁ ନେଇ ବିଶ୍ୱ ରେ ଚର୍ଚ୍ଚା
ଯୁଗାବ୍ଦ ନ୍ୟୁଜ (କାଜଲ)
ଆମେରିକାର ସିଙ୍ଗର ନିକ ଜୋନଓ ଙ୍କ ସହିତ ବିବାହ ବନ୍ଧନରେଫ ଆବଦ୍ଧ ହେଲା ପରେ ସବୁବେଳେ ଚର୍ଚ୍ଚରେ ରହିଆସିଛନ୍ତି ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପରା । ଏବେ ସେ ପୁଣିଥରେ ଗଣ ମାଧ୍ୟମର ସିରନମା ପାଲଟିଛନ୍ତି କିନ୍ତୁ ଏଥର ସେ ନିଜର ଭିନ୍ନ ଧରଣ ର ପୋଷାକ ପିନ୍ଧିି ଚର୍ଚ୍ଚା ରେ ଆସିଛନ୍ତି । ସେ ସିଲଭର କଲର ର କସଟ୍ୟୁମ ଓ କ୍ରାଉନ ସହ ସେ ମେଟଗଲା ରେ ପହଁଛିଥିଲେ କିନ୍ତୁ ତାଙ୍କ ଲୁକକୁ ନେଇ ପ୍ରଶଂସକ ମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଦେଖୁ ଦେଖୁ ସୋସିଆଲ ମିଡିଆରେ ପ୍ରଶଂସକ ଙ୍କ ସଂଖ୍ୟା ଆସିତୀତ ଭାବେ ବଢିଗଲା । ପ୍ରିୟଙ୍କା ଚୋପରା ଙ୍କ ଛଡା ଦୀପିକା ପାଡୁକୋନ, ଇସା ପିରାମଲ ଅମ୍ବାନୀ , ମଧ୍ୟ ସେଠାରେ ପହଁଛିଥିଲେ । କିନ୍ତୁ ବେଶି ଚର୍ଚ୍ଛା ସାଉଣ୍ଟ ଥିଲେ ପ୍ରିୟାଙ୍କା ।
• ଇତିହାସ କଣ କହେ –
ମେଟଗଲା ୨୦୧୯ ପ୍ରତିବର୍ଷ ଭଳି ନ୍ୟୁୟର୍କ ରେ ଆରମ୍ବ ହୋଇଛି । ଫଣ୍ଡ ସଂଗ୍ରହ କରିବା ପାଇଁ ବର୍ଷ ବର୍ଷ ଧରି ଆୟୋଜନ କରାଯାଉଛି । ୧୯୪୮ ରେ ପ୍ରସିଦ୍ଧ ଡିଜାଇନର ମିଷ୍ଟର ଲାମୱର୍କ ଏକ କଷଟ୍ୟୁମ ଇନଷ୍ଟିଟ୍ୟୁଟ ଖୋଲିଥିଲେ । ଏହାକୁ ଚଲାଇବା ପାଇଁ ଟଙ୍କା ଦରକାରଥିଲା ଏଥିପାଇଁ ସେ ଏହି କାର୍ଯ୍ୟକ୍ରମ ଆରମ୍ବ କରିଥିଲେ ।
ଞ୍ଚଏହାର ଟିକଟ ର ମୂଲ୍ୟ କେତେ-
ମେଟଗଲା ଦେଖିବା ପାଇଁ ଟିକଟ କିଣିବାକୁ ପଡିଥାଏ । ଏଥିପାଇଁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ । ଏବଂ ଟିକଟ ର ନାମ ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ । ଯଦି ଆପଣ ଏହି ଇଭେଣ୍ଟ ଦେଖିବାକୁ ଚାହିଁବେ ୩୦ହଜାର ଡଲାର ବା ଭାରତୀୟ ମୁଦ୍ରା ରେ ୨୦ଲକ୍ଷ ୧୧ହଜାର ଖର୍ଚ୍ଚ କରିବାକୁ ପଡିବ । ଏବଂ ଯଦି ଏହି କାର୍ଯ୍ୟକ୍ରମ ର ଟେବୁଲ କୁ ବୁକ କରିବେ ୨ଲକ୍ଷ୭୫ ହଜାର ଡଲାର ବା ୨ କୋଟି ଟଙ୍କା ବିନିୟମ କରିବାକୁ ପଡିବ । ଏହି ଇଭେଣ୍ଟରୁ ଯେତେ ଇନକମ ହୋଇଥାଏ ସବୁ ପଇସା କସଟ୍ୟୁମ ଇନଷ୍ଟିଟ୍ୟୁଟ କୁ ଯାଏ ।
• କଣ ଏହି ମେଟଗଲା କାହିଁକି ସେଲିବ୍ରିଟି ମେନେ ଅତ୍ତୁତଧରଣର ପୋଷାକ ପିନ୍ଧିଥାନ୍ତି
ଆମେ ଚିନ୍ତା କରିବା ଦରକାର ଯେ କିଛିଲୋକ ଯଦି ସେଲିବ୍ରିଟି ମାନେ ଭିନ୍ନ ଧରଣ ର ପୋଷାକ ନ ପିନ୍ଧନ୍ତି ତେବେ ଲୋକମାନେ କାହିଁକି ପଇସା ଖର୍ଚ୍ଛ କରନ୍ତେ ।
ଞ୍ଚଏହା ଥିମ ଉପରେ ଆୟୋଜିତ ହୋଇଥାଏ –
ଚଳିତ ବର୍ଷ ଥିମ ଅଛି ନୋଟସ ଅନ କ୍ୟାମ୍ଫ ଏହାର ଅର୍ଥ ଆପଣ ଆପଣ ଙ୍କ ର ଡ୍ରେସ ସେବା କୁ ବନ୍ଦ କର ଏବଂ ଏହା କୁହନ୍ତୁ ଯାହା ଆପଣ କହିବାକୁ ଚାହାନ୍ତିଁ ଯାହାର ଅନ୍ୟ ଅର୍ଥ ଡ୍ରେସ ବ୍ୟାନଣ୍ଡେସ ବନ୍ଧ କରିବାକୁ ହୋଇଥାଏ । ଏହି ଇଭେଣ୍ଟର ସେଲିବଟି ମାନେ ନିଜ ଇଚ୍ଚା ଅନୁସାରେ କପଡା ଚୟନ କରିଥାନ୍ତି । ଏବଂ ଯଦି କେଉଁ ସେଲିବ୍ରିଟି କେଉଁ ବ୍ରାଣ୍ଡ ପାଇଁ ଆସିଥାନ୍ତି ସେହି ବ୍ରାଣ୍ଡ ର କପଡା ପରିଧାନ କରିଥାନ୍ତି ।
• ପ୍ରିୟଙ୍କା ପିନ୍ଧିଥିବା ଡ୍ରେସ ବିଷୟ-
ଇଭେଣ୍ଟର ଥିମ ର କାରଣ ପାଇଁ ପ୍ରିୟଙ୍କା ଏହି ଭଳି ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ଦର୍ଶାଇ ଥିଲେ ଯେ ଦୁନିଆ କିଛି ଭି କହୁ ଫ୍ୟାଶନ ର ମାନେ କିଛି ଏହା । ଖାଲି ଯେ ପ୍ରିୟଙ୍କା ଏହି ଭଳି ପୋଷାକ ପିନ୍ଧିଥିଲେ ତାହା ନୁହେଁ ଅଭିନେତା ମିକେଲ ୟ୍ୟୁରେ ଏମିତି ଏକ ଡ୍ରେସ ପିନ୍ଧିଥିଲେ ଗୋଟିଏ ପଟେ ଗ୍ରାଉନ ଓ ଅନ୍ୟପଟେ କୋଟପ୍ୟାଣ୍ଟ । ଏବଂ ନିକ ଜୋନ ଓ ଏକ ଧଳା ରଙ୍ଗ ର କୋଟପ୍ୟାଣ୍ଟ ପିନ୍ଧିଥିଲେ ଏବଂ ତାଙ୍କ କାନରେ ଯେଉଁ ଜୁୁଏଲରୀ ଥିଲା ଏହାକୁ ଝିଅ ମାନେ ସାଧାରଣତଃ ପିନ୍ଧିଥାନ୍ତି । ଏହାଛଡା ସୁନରେ ତିଆରି ଏକ ବ୍ୟୟବହୁଳ ଘଣ୍ଟା ଶୋଭା ପାଉଥିଲା । ମେଟଗଲା ରେ ପହଁଛିଥିବା ସେଲିବ୍ରିଟି ଲେଡି ଗାଗା ଫୋଟଗ୍ରାଫର ଙ୍କ ଆଗରେ ନିଜର ବସ୍ତ୍ର ବଦଳାଇଥିଲେ । ଅନେକ ସେଲିବ୍ରିଟି ଅଲଗା ଅଲଗା ପୋଷାକରେ ନଜର ଆସିଥିଲେ ।
ଏ ସଂସ୍ଥା ସହିତ ପ୍ରିୟଙ୍କା ଙ୍କ ସମ୍ଫର୍କ-
ପ୍ରିୟଙ୍କା ଚୋପରା ଇଭେଣ୍ଟରେ ଡାୟୋର ଏକ ସଫ୍ଟ ପିସତଲ କ୍ରାଉନ ପିନ୍ଧିଥିଲେ ଏବଂ ଦିପୀକା ପାଦୁକୋନ ବାରବି ଲୁକ ରେ ସୁନ୍ଦର ଦେଖାଯାଉଥିଲେ । ମିଟଗଲା ଏମିତି ଏକା ଇଭେଣ୍ଟ କି ନିକ ଜୋନସ ଙ୍କ ସହିତ ପ୍ରଥମ ଥର ପାଇଁ ଭେଟ ହୋଇଥିଲା । ଏହି ଦୁଇଜଣ ଏକା ସାଥିରେ ପହଁଚିଥିଲେ କିନ୍ତୁ ଭାରତରେ ପ୍ରିୟଙ୍କା ପିନ୍ଧିଥିବା ପୋଷାକ କୁ ନେଇ ତର୍କବିତର୍କ ଲାଗି ରହିଥିଲା । ସବୁଠାରୁ ମଜ୍ଜା କଥା ଥିଲା ତାଙ୍କର ମେକଅପ ଓ ହେଆର ଷ୍ଟାଇଲି । କିଛିଲୋକ କହିଲେ ଚିଡିଆର ଘୋସଲା ଓ ବିରାପାନ ର ନିସ ଏହି ଲୁକକୁ ନେଇ ବହୁତ କନଫିଡେଣ୍ଟ ଥିଲେ ପ୍ରିୟଙ୍କା । କେମିତି ଥିଲା ତାଙ୍କ ପ୍ରସ୍ତୁତି ତା ଉପରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏବଂ ଏହା ସହିତ ତାଙ୍କୁ ଦିପୀକା ଙ୍କ ଠାରୁ ଶିଖିବାକୁ କହିଥିଲେ । ପ୍ରିୟଙ୍କା ବହୁ ବର୍ଷ ଧରି ଏହି ସଂସ୍ଥା ସହ ଜଡିତ ଅଛନ୍ତି । ଗତଥର ସେ ପିନ୍ଧିଥିବା ଡ୍ରେସ ଧରିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ପଛେପଛେ ଚାଲିଥିଲା ।


