ପ୍ରେସକ୍ଳବ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଞ୍ଚଳ ବାରାହୀ ପାହାଡ଼ ପାଦଦେଶ ସ୍ଥିତି ପ୍ରେସକ୍ଳବ ପକ୍ଷରୁ ପ୍ରେସକ୍ଳବ ଭବନ ପରିସରରେ କୋଭିଡ଼ କଟକଣା ମଧ୍ୟରେ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳନ କରାଯାଇଛି । ଅଗ୍ରପୂଜ୍ୟ ତଥା ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ସକାଶେ ଶନିବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ନଗର ବିଜେଡି ସଭାପତି ଭୀମସେନ ବେହେରା, ପ୍ରାକ୍ତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗଉଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ବିକାଶ ମଞ୍ଚ ସଭାପତି ପ୍ରମୋଦ ପଣ୍ଡା, ଅଜୟ ମହାରଣା, ଆଇନଜୀବି ମୁନା ସାବତ, ରାମଚନ୍ଦ୍ର ମହାପାତ୍ର, ନୃସିଂହ ପଟ୍ଟନାୟକ, ନିରଞ୍ଜନ ସାହୁ, କୋରାମଣି ରାଉଳ, ଶୁସାନ୍ତ ପ୍ରଧାନ, ଯୁଧିଷ୍ଟିର ସ୍ୱାଇଁ, ମାନସ ବେହେରା, କାହ୍ନୁ ଚୌଧୁରୀ, ପ୍ରଦୀପ ମହାରଣା, ରଞ୍ଜନ ପ୍ରଧାନ, ଶୁସାନ୍ତ ସାହୁ, ଜଗନ୍ନାଥ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା, ବିଶ୍ବମ୍ବର ସାହୁ, ବିଭୁପ୍ରସାଦ ପଣ୍ଡା, ଶେଷଦେବ ସାହୁ, ପ୍ୟାରୀମୋହନ ପାଢି, ଲଳିତ ମୋହନ ପୋଲାଇ, ହୃଷିକେଶ ମହାନ୍ତି, ପ୍ରିୟବ୍ରତ ପଣ୍ଡା, ପବିତ୍ର ପାତ୍ର, କୌଳାସପତି ଦାଶ, କାଳିଆ ନାୟକ, ମନୋଜ ସାହୁ, କାହ୍ନୁ ପଣ୍ଡା, ଅଜିତ ପଟ୍ଟନାୟକ, ପ୍ରକାଶ ସ୍ୱାଇଁ, ଶଙ୍କର ନାୟକ, ଆକାଶ ପଟ୍ଟନାୟକ, ରାଜେନ୍ଦ୍ର ପଣ୍ଡା, ରଞ୍ଜିତ ପୋଲାଇ, ଜିତୁ ସ୍ବାଇଁ, ପୁର୍ଣ୍ଣ ଗଉଡ, ସୁନିଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ