ଫିଲ୍ମ ଫ୍ରାଇଡେ ରେ ‘ଆର୍ଟିକଲ୍ ଫିପଟିନ୍
ଭାରତୀୟ ସମ୍ବିଧାନ ଧରା ୧୫ କୁ ନେଇ ଆୟୁଷ୍ମାନ ଖୁରାନା ଙ୍କ ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମ ଆଜି ରିଲଜ ହୋଇସାରିଛି । ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଫିଲ୍ମର ଟିଜରରେ ରାଜନୈତିକ ବିବାଦ ଓ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।ଏଥିରେ ସେ ଏକ ପୋଲିସ ଅଫିସ ର ଭୂମିକାରେ ନଜରରେ ଆସିଛନ୍ତି । ଅନୁଭବ ସିହ୍ନା ଅହି ଫିଲ୍ମର ନିର୍ଦ୍ଦେଶିନା ଦେଇଛନ୍ତି। ଆୟୁଷ୍ମାନଙ୍କ ଅଭିନୟର ପ୍ରଶଂସା କରି ଦର୍ଶକ ମାନେ ଏହାକୁ ଖୁବ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି ।