ଫୁଟବଲ କ୍ଲବ କାର୍ଯ୍ୟାଳୟ ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖି ସଂଘ ତରଫରୁ ବାଜପେୟୀ ଙ୍କ 96 ତମ ଜନ୍ମଦିନ ପାଳନ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ସ୍ଥାନୀୟ ଗେଟବଜାର ଛକ ନିକଟସ୍ଥ ନଟରାଜ ଫୁଟବଲ କ୍ଲବ କାର୍ଯ୍ୟାଳୟ ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖି ସଂଘ ତରଫରୁ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ 96ତମ ଜନ୍ମଦିନ ପାଳନ କରାଗଲା, ଏହି ଅବସରରେ ସ୍ବର୍ଗତ ବାଜପେୟୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ଜୀବନୀ ଉପରେ ଆଲୋଚନାଏଥିରେ ସଂଘ ର ସଭାପତି ରାମ କୁମାର ପାତ୍ର, ପ୍ରହଲ୍ଲାଦ ପାଣିଗ୍ରାହୀ, ଅଶୋକ ନିମାଇଁ, ନିରଞ୍ଜନ ପାଣିଗ୍ରାହୀ, ରଜନୀ କାନ୍ତ ମଣ୍ଡଳ, ଗଣେଶ ପାଣିଗ୍ରାହୀ, କେ. ରବି ରାଓ, ସଦାଶିବ ପାଣିଗ୍ରାହୀ, ମହେଶ୍ୱର ବାଡ଼ତ୍ୟା, ହିମାଂଶୁ ପାଢ଼ୀ, ଜଗମୋହନ ଅଚାରୀ, କେଶବ ପାଢ଼ୀ, ଲବ କୁମାର ନାୟକ, ଭାସ୍କର ବଙ୍ଗାରି, ରିଙ୍କୁ ନିମାଇଁ, ସନ୍ତୁ ବେହରା, ତାରିଣୀ କହେଁଇ, ଭାଲା କହେଁଇ ସିମାଞ୍ଚଳ ପାତ୍ର, ଆଲୋକ ଚୌଧୁରୀ, ପ୍ରଶାନ୍ତ ପାଢ଼ୀ, ସନ୍ତୋଷ ସାବତ ଙ୍କ ସମେତ ସଂଘ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ