ଫୁଣି ଚର୍ଚ୍ଚାରେ ବାଲିଗୁଡା ଥାନା ଅଧିକାରୀ ପ୍ରସାନ୍ତାକୁମାର ବେହେରା
ମୋହନା,(ଅଂଶୁମାନ ପଣ୍ଡା):ବିଭିନ ସ୍ଥାନରେ ସଚେତନ ଚାଲିଥିବା ବେଳେ ଅନେକ ଜାଗାରେ ପୋଲିସି କର୍ମଚାରୀ ମାନେ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନା କରିଛନ୍ତି ସେପରି ବାଲିଗୁଡା ଥାନା ଅଧିକାରୀ ଯିଏ କି ବହୁଥର ଲୋକଙ୍କୁ ଗୀତ ଓ ଖେଳ ମାଧ୍ୟମରେ ଲୋକଙ୍କୁ ମନ ଜିଣିବା ସହ ଶାନ୍ତି ଶୃଙ୍ଖଳା ରଖିଥିଲେ ସେ ମୋହନା ଥାନା ରେ ମଧ୍ୟ ଖେଳ, ଗୀତ ଗାଇ ଲୋକଙ୍କ ମନରେ ଭେଦ ଭାବ ହିଂସା କୁ ଦୁରାଇଥିଲେ ଆଜି କରନା ପାଇଁ ଗୀତ ଗାଇ ଚର୍ଚ୍ଚାରେ ଆସିଛନ୍ତି ପ୍ରସାନ୍ତାକୁମାର ବେହେରା ବାଲିଗୁଡା ଅଞ୍ଚଳ ପାଇଁ ଓ ପୋଲିସି ପାଇଁ ଏକ ଭଲ ନିଷ୍ପତି ନେଇଛନ୍ତି