ଫେଲ୍ ପିଲାଙ୍କ ବିଦ୍ୟାଳୟ
ସାଧାରଣତଃ ପିଲାମାନେ ଭଲ ରେଜଲ୍ଟ କଲେ ଭଲ କଲେଜରେ ଆଡମିଶନ୍ କରିଥାନ୍ତି । କିନ୍ତୁ ଆମେରିକାରେ ଏମିତି ଏକ କଲେଜ ଅଛି ଯେଉଁଠି କେବଳ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାର ସୁଯୋଗ ପାଇଥାନ୍ତି । ଫେଲ ଛାତ୍ରଛାତ୍ରୀମାନେ ସେଠାରେ ଆଡ୍ମିଶନ କରନ୍ତି । ଆମେରିକାର ସ୍ମିଥ୍ କଲେଜ୍ ମ୍ୟାସାଚ୍ୟୁସେଟ୍ ୟୁନିଭର୍ସିଟିର ସହଯୋଗ ଦ୍ୱାରା ଏକ ବିଶେଷ କୋର୍ସକୁ ଉକ୍ତ ଫେଲ ପିଲାମାନେ ଶେଷ କରିଥାନ୍ତି । ଏହାର ନାମ ‘ଫେଲିଂ ୱେଲ୍’ ରଖାଯାଇଛି ।


