ଫେସନ ଭବ୍ୟ ମଂଚ ପାଇଁ ଭାରତ ପ୍ରସ୍ତୁତ ଆମାଜନ
ଭାରତରେ ବହୁ ପ୍ରତିକ୍ଷିତ ଫେସନ ସେଲର ୫ମ ସଂସ୍କରଣ ଆସିଛି ବଡ ବ୍ରାଣ୍ଡ ଏବଂ ବୃହତ୍ତମ ଅଫର ସହିତ! ବୁଧବାର, ୧୯ ଜୁନ ୨୦୧୯ ରୁ ଆରମ୍ଭ ହୋଇ ରବିବାର, ୨୩ ଜୁନ ୨୦୧୯ ପର୍ଯ୍ୟନ୍ତ ଚାଲିବ । ୧୨୦୦+ଫେସନ ବ୍ରାଣ୍ଡରୁ ୩ ଲକ୍ଷରୁ ଅଧିକ ଷ୍ଟାଇଲ ଉପରେ ୮୦% ପର୍ଯ୍ୟନ୍ତ ରିହାତି ଏବଂ ବୃହତର ସାମର୍ଥ୍ୟ ଏବଂ ସହଜ ଲଭ୍ୟ ସହିତ ଅମାଜନ ଫେସନ ଅଫର କରୁଛନ୍ତି ଦୈନନ୍ଦିନ ଆବଶ୍ୟକତା ଏବଂ ସର୍ବାଧିକ ପସନ୍ଦିତ ବ୍ରାଣ୍ଡ । ପ୍ରଥମ ଥର ପାଇଁ ଏହି ଋତୁରେ କିଣା କିଣି କରିବା ପାଇଁ ନବୀନତମ ଟ୍ରେଣ୍ଡ ଉପରେ ଫେସନ ଟିପ୍ସ ପ୍ରଦାନ କରିବାକୁ ଆଲେକ୍ସା ଆପଣଙ୍କର ସୁପର ଷ୍ଟାଇଲିଷ୍ଟ ଭାବେ କାମ କରିବେ ଭାରତରେ ୧୦୦% ପିନ କୋଡ ସହିତ ବିନିମୟ, ଫେରସ୍ତ ଏବଂ ରିଫଣ୍ଡ ପାଇଁ ସହଜ ୩୦ଦିନ ଲାଭ କରନ୍ତୁ ୧୮ ଜୁନ ମଧ୍ୟାହ୍ନରୁ କେବଳ ପ୍ରାଇମ ସଦସ୍ୟ ମାନଙ୍କ ପାଇଁ ୧୨ଘଂଟିଆ ପୂର୍ବ ଏକ୍ସେସ! ଆପଣଙ୍କ ଆଲମାରୀକୁ ପ୍ରଥମ ବୃହତମ ୱର୍ଡ୍ରୋବ ରିଫ୍ରେସ ସେଲ ର ୫ମ ସଂସ୍କରଣର ନବୀନତମ ଷ୍ଟାଇଲ ସହିତ ରିଫ୍ରେସ କରିବାର ସମୟ ଆସିଯାଇଛି । ଏହି ଋତୁରେ ୧୨୦୦ ବ୍ରାଣ୍ଡ ରୁ ଅଧିକ ଏବଂ ୩ଲକ୍ଷରୁ ଅଧିକ ଷ୍ଟାଇଲର ଦୈନନ୍ଦିନ ଆବଶ୍ୟକତା ଏବଂ ପସନ୍ଦିତ ବ୍ରାଣ୍ଡର ବୃହତମ ଅଫର ସହିତ ଆମାଜନ ଫେସନ ୱର୍ଡ୍ରୋବ ରିଫ୍ରେସ ସେଲ (ଡବ୍ଲ୍ୟୁଆରଏସ) ଅପେକ୍ଷାକୃତ ବଡ ଏବଂ ଭଲ ହୋଇଛି । ଋତୁର ବୃହତମ ଫେସନ କାର୍ଣ୍ଣିଭଲ ବୁଧବାର, ୧୯ଜୁନ ରୁ ଆରମ୍ଭ ହୋଇ ୨୩ ଜୁନ ୨୦୧୯ ପର୍ଯ୍ୟନ୍ତ ଚାଲିବ ଏବଂ ପରିଧାନ, ଘଡି, ଫେସନ ଓ ମୂଲ୍ୟବାନ ଅଳଙ୍କାର, ଜୋତା, ସ୍ପୋର୍ଟ୍ସ ପରିଧାନ, ହାତବେଗ, ୱାଲେଟ, ସନଗ୍ଲାସ, ଲଗେଜ ଏବଂ ଆହୁରି ଅନେକ ସହିତ ସମସ୍ତ ଫେସନ ଉତ୍ପାଦ ଉପରେ ୮୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବ । ଅନ୍ୟ ମାନଙ୍କ ସହିତ ନିୟୁ ବାଲାନ୍ସ, ଡିଏଫୱାଇ, ମଦର କେୟାର, ପ୍ୟୁମ, ୟୁନାଇଟେଡ କଲର୍ଜ ଅଫ ବେନିଟନ, ଲିଭାଇସ, ଇଙ୍କାଷ୍ଟ, ବିବା, ଭେନ ହୁସେନ, ହାଇଡିଜାଇନ ଦ୍ୱାରା ଆଇଲ କୋକୋ, ୱାନ ୮ ସିଲେକ୍ଟ, ଆମେରିକାନ ଟୁରିଷ୍ଟର, ଆମ୍ରପାଲି ଏବଂ ଜୟଲୁକାସ ଆଦି ସର୍ବାଧିକ ପ୍ରସିଦ୍ଧ ବ୍ରାଣ୍ଡ ଆମାଜନ ଫେସନରେ ଅନ୍ତର୍ଭୁକ୍ତ ହୋଇଛି । ଏହା ବ୍ୟତୀତ ଆମାଜନ ଫେସନ ର ସୁସଜ୍ଜିତ ଡିଜାଇନର ଷ୍ଟୋର – ରିତୁ କୁମାର, ସତ୍ୟ ପଲ, ଅସୀମା ଲୀନା, ନିତ୍ୟା ଅରୋଡା ଦ୍ୱାରା ଭେଲିୟନ, ଏନକ୍ରାଷ୍ଟିଡ ଏବଂ ପାୟଲ ସିଙ୍ଘାଲ ଭଳି ଯୁବ ଡିଜାଇନର ସହିତ ୨୦୦ ରୁ ଅଧିକ ପ୍ରସିଦ୍ଧ ସାମର୍ଥ୍ୟ ଡିଜାଇନର ପରିଧାନ ଆପଣଙ୍କ ପାଇଁ ଆଣିଛନ୍ତି ଡିଜାଇନର ବୁଟିକ ।


