ଫୋନି ବାତ୍ୟାରେ ପ୍ରଭାବିତ ଲୋକମାନଙ୍କୁ ସାହାର୍ଯ୍ୟ ପାଇଁ ହାତ ବଢାଇଲା କର୍ଣ୍ଣାଟକ

ବିଗତ ଦିନରେ ଓଡିଶାରେ ହୋଇଥିବା ଫାଇଲିନ ଓ ତିତଲି ଭଳି ବାତ୍ୟା ଓଡିଶାକୁ ତଳିତଳାନ୍ତ କରିଥିବା ବାତ୍ୟା ଲୋକମାନଙ୍କ ମନରୁ ପାଶୋରି ନଥିବା ବେଳେ ଚଳିତ ୨୦୧୯ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଅଧା ଓଡିଶା ଉଜୁଡିଯାଇଛି । ଓଡିଶାର ପୂର୍ବଭଳି ସ୍ଥିତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟେମ କରୁଥିବା ବେଳେ ଓଡିଶା ପାଇଁ ସାହାର୍ଯ୍ୟର ହାତ ବଢାଇବାରେ ଲାଗିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ,ଡି ,କୁମାର ,ସ୍ୱାମୀ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଟିକୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ