ଗଞ୍ଜାମ ଜିଲ୍ଳାର ଦିଗପହଣ୍ଡି ଓ ବ୍ରହ୍ମପୁରରେ ଅବକାରୀ ବିଭାଗ ଚଢାଉ ଜାରିରହିଛି । ବେଆଇନ ମଦ ,ଗଞ୍ଚେଇ ଆଦି ଜବତ କରିବାରେ ଡିଷ୍ଟିକ୍ଟ ଷ୍ଟ୍ାଇକିଙ୍ଗ ଫୋର୍ସକୁ ି ମିଳିଛ ବଡସଫଳତା । ଫୋର୍ସ ୪୫ କିଲୋ ଗଞ୍ଜେଇ ଗୋଟିଏ ସାଣ୍ଟେ୍ା ହ୍ୟୁଣ୍ଡାଇ କାର ଓ ୬.୩୦୦ ଲିଟର ଆଇ ଏମ ଏଫ ଏଲ ଜବତ କରି ଦୁଇ ଜଣକୁ ଗିରଫ କରିଛି ।