ଫ୍ରଣ୍ଟ ପେଜ ରେ ନରେନ୍ଦ୍ରମୋଦି


ଆର୍ନ୍ତଜାତିକ ସ୍ତରରେ ଲୋକ ପ୍ରିୟ ମାଗାଜିନ ଟାଇମସ ରେ ମେ ୨୦ ରେ ପ୍ରକାଶିତ ନୂତନ ସଂସ୍କରଣ ରେ ଫ୍ରଣ୍ଟ ପେଜ ରେ ସ୍ଥାନ ପାଇଛନ୍ତି ଭାରତ ର ସର୍ବାଧିକ ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପତ୍ରିକା ଏଥିରେ ଉଲ୍ଲେଖ କରିଛି ଗତ ୫ବର୍ଷ ରେ ନରେନ୍ଦ୍ର ମୋଦି ଙ୍କ ସରକାରକୁ ନେଇ ଏକ ଷ୍ଟୋରୀ ତିଆରି କରିଛି । ଏଥିରେ ପ୍ରଧାନ ମନ୍ତ୍ରୀ ଙ୍କ ଶାସନ ଓ ପ୍ରଶାସନ ର ଦକ୍ଷତା ତୁଳନା କରାଯାଇଛି ନେହୁରୁ ଙ୍କ ସାମାଜବାଦ ଓ ସାମ୍ପ୍ରତିକ ସାମାଜିକ ପରିସ୍ଥିତି ରେ ବିଷୟରେ ବର୍ଣ୍ଣନା କରାଯାଇଛି । ବରିଷ୍ଠ ସାମ୍ବାଦିକ ତାସିର ନାକ ଙ୍କ ଦ୍ୱାରା ଲିଖିତ ଏହି ବିଷୟ ରେ କୁହାଯାଇଛି ଯେ ମୋଦି ଓ ନେହୁର ସଂଖ୍ୟାଲଘୁ ମାନଙ୍କ ପାଇଁ ଭାଇଚାରା ବଢେଇବା ପାଇଁ କୌଣସି ଇଚ୍ଚା ପ୍ରକାଶ କରିନାହାଁନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଭାରତ ର ପ୍ରସିଦ୍ଧ ରାଜନୋ÷÷ତି କ ବ୍ୟକ୍ତି ବିଶେଷ ଙ୍କ ଉପରେ ଆକ୍ଷେପ କରିଛନ୍ତି ଯେମିତି ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ କୁ ସେ ଆକ୍ଷେପ କରି ଆସୁଛନ୍ତି । ମୋଦି ସବୁବେଳେ ଗୋଟିଏ କଥା କହୁଛନ୍ତି ଯେ କଂଗ୍ରେସ ମୁକ୍ତ ଭାରତ କିନ୍ତୁ ସେ କେଉଁଠି କେବେ କହିନାହାଁନ୍ତି ଯେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟ ରେ ଭାଇଚାରା ର ଭାବନା କୁ ବଢେଇବା ପାଇଁ କେବେ ସେ ଇଚ୍ଚା ପ୍ରକାଶ କରିନାହାଁନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଭାରତ ରେ ଯେଉଁ ଉଦାରବାଦ ନୀତି ସଂସ୍ମୃତି ଧାର୍ମର୍ିକ ପରମ୍ପରା ରଷ୍ଟ୍ରବାଦ ବିରୋଧ ରେ ଜାତିଗତ କଠୋରତା କ୍ରମସ୍ୱଃ ବୃଦ୍ଦି ପାଇଛି ଏଥିରେ ଆଉଗୋଟିଏ ଇଲ୍ଲେଖ କରିଛନ୍ତି ତାସିର ସେ କହିଛନ୍ତି ୧୯୮୪ ଶିଖ ଦଙ୍ଗା ଓ ୨୦୦୨ ର ଗୁଜୁରାଟ ଦଙ୍ଗା କଥା ସେ ମନେପକାଇଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ୧୯୮୪ ମସିହାରେ ହୋଇଥିବା ଦଙ୍ଗା ରେ ସେ ଅଭିଯୁକ୍ତ ନୁହଁନ୍ତି ମାତ୍ର ସେ ସମୟ ରେ ସେ ଚୁପ ରହିବା ସମସ୍ତଙ୍କୁ ବିସ୍ମିତ କରିଥିଲା । ୨୦୦୨ ଦଙ୍ଗା ସମୟରେ ମୋଦି ଏଥିରେ ଜଡିତ ଥିବା ବିଷେଶ ସୁତ୍ର ରୁ ଜଣାଯାଏ ।


